NEET ବିବାଦ, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ; ବାତିଲ ହେଲା ୧୫୬୩ ପିଲାଙ୍କ ସ୍କୋର କାର୍ଡ
NEET ବିବାଦ, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
-ବାତିଲ ହେଲା ୧୫୬୩ ପିଲାଙ୍କ ସ୍କୋର କାର୍ଡ
-୧୫୬୩ ପିଲାଙ୍କ ଗ୍ରେସ ମାର୍କ ରଦ୍ଦ କଲେ NTA
-ଗ୍ରେସ ମାର୍କ ପାଇଥିବା ପିଲାଙ୍କୁ ମିଳିବ ପରୀକ୍ଷା ସୁଯୋଗ
-ଜୁନ୍ ୨୩ ତାରିଖରେ ହେବ #NEET ପରୀକ୍ଷା
-ଜୁନ୍ ୩୦ ପୂର୍ବରୁ ବାହାରିବ ଉକ୍ତ ପରୀକ୍ଷାର୍ଥୀଙ୍କ ରେଜଲ୍ଟ
-NEET କାଉନସେଲିଂ ଉପରେ ଲାଗିବନି ରୋକ୍: SC

