ଆଞ୍ଚଳିକ ମାହାଙ୍ଗା ଡବଲ ମର୍ଡର ମାମଲା; ବିଧାୟକ ପ୍ରତାପ ଜେନାଙ୍କ ମାମଲା ଶୁଣାଣିରୁ ଓହରିଲେ ହାଇକୋର୍ଟ ବିଚାରପତି ଜଷ୍ଟିସ ବି.ପି ରାଉତରାୟ | ଅନ୍ୟ ଏକ ଖଣ୍ଡପୀଠରେ ଶୁଣାଣି ହେବ, ମୁଖ୍ୟ ବିଚାରପତି ନିଷ୍ପତ୍ତି ନେବେ, ହାଇକୋର୍ଟରୁ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର | February 16, 2024 mos live Spread the loveମାହାଙ୍ଗା ଡବଲ ମର୍ଡର ମାମଲା; ବିଧାୟକ ପ୍ରତାପ ଜେନାଙ୍କ ମାମଲା ଶୁଣାଣିରୁ ଓହରିଲେ ହାଇକୋର୍ଟ ବିଚାରପତି ଜଷ୍ଟିସ ବି.ପି ରାଉତରାୟ | ଅନ୍ୟ ଏକ ଖଣ୍ଡପୀଠରେ ଶୁଣାଣି ହେବ, ମୁଖ୍ୟ ବିଚାରପତି ନିଷ୍ପତ୍ତି ନେବେ, ହାଇକୋର୍ଟରୁ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର |