କ୍ରୀଡା

କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ IPL ମ୍ୟାଚ୍‌

Spread the love

କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ IPL ମ୍ୟାଚ୍‌ | ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ ଖେଳିପାରେ ମ୍ୟାଚ୍‌ | ଦିଲ୍ଲୀ ତାର ପ୍ରଥମ ୨ଟି ମ୍ୟାଚ୍‌ ପୁନେ ଓ କଟକରେ ଖେଳିପାରେ | ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ କଟକରେ ମ୍ୟାଚ୍‌ ହେବା ସମ୍ଭାବନା ନେଇ ANI ସୂତ୍ରରୁ ସୂଚନା |

Leave a Reply

Your email address will not be published. Required fields are marked *