ରାଜ୍ୟ ସ୍ୱାବଲମ୍ବୀ କାରିଗରମାନଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର | ପାରିଶ୍ରମିକ ୪ ହଜାର ଟଙ୍କାରୁ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି | February 23, 2024 mos live Spread the loveସ୍ୱାବଲମ୍ବୀ କାରିଗରମାନଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର | ପାରିଶ୍ରମିକ ୪ ହଜାର ଟଙ୍କାରୁ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି | ଏହାଦ୍ୱାରା ୧୩ ହଜାର ସ୍ୱାବଲମ୍ବୀ କାରିଗର ଉପକୃତ ହେବେ | ସ୍ଵଚ୍ଛ ପାନୀୟ ଜଳ ଯୋଗାଇବାକୁ ପ୍ରତି ଗ୍ରାମ ପଞ୍ଚାୟତରେ ଅଛନ୍ତି ୨ ଜଣ ଲେଖାଏଁ କାରିଗର |