ଆଞ୍ଚଳିକ

ଶୁଭାରମ୍ଭ ହେଲା ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜିକରଣ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମାଲକାନଗିରି ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ଛାତ୍ରବୃତ୍ତି । କାର୍ଯ୍ୟକ୍ରମରେ ସାମିଲ ହେଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ |

Spread the love

ଶୁଭାରମ୍ଭ ହେଲା ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜିକରଣ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମାଲକାନଗିରି ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ଛାତ୍ରବୃତ୍ତି । କାର୍ଯ୍ୟକ୍ରମରେ ସାମିଲ ହେଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ |

-ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ CMଙ୍କ ବାର୍ତ୍ତା
-ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ:
-‘ବିଜୁବାବୁ ଓଡ଼ିଶାବାସୀଙ୍କୁ ଖୁବ ଭଲ ପାଉଥିଲେ’
-‘ବିଜୁବାବୁ ଚାହୁଁଥିଲେ ଯବଗୋଷ୍ଠୀ ଦେଶ ବିଦେଶରେ ନାଁ କରନ୍ତୁ’
-‘ଆଜିଠୁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜିକରଣ ଆରମ୍ଭ ହେଲା’
-‘ମାଲକାନଗିରିରୁ ଆରମ୍ଭ କରି ବହୁତ ଖୁସି’

 

Leave a Reply

Your email address will not be published. Required fields are marked *