ଦେଶ ବିଦେଶ

ଆବୁଧାବି BAPS ହିନ୍ଦୁ ମନ୍ଦିରରେ ରେକର୍ଡ, ପ୍ରଥମ ଦିନରେ ଦର୍ଶନ କଲେ ୬୫୦୦୦ ଭକ୍ତ

Spread the love

UAEରେ ଥିବା ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ଗତ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା । ଏହି ଦିନ ପ୍ରଥମ ଥର ପାଇଁ ମନ୍ଦିର ଦ୍ୱାର ଲୋକଙ୍କ ପାଇଁ ଖୋଲିଥିଲା । ପ୍ରଥମ ଦିନରେ ପ୍ରାୟ ୬୫୦୦୦ ଭକ୍ତ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିଛନ୍ତି । ସକାଳେ ପ୍ରାୟ ୪୦ ହଜାର ଶ୍ରଦ୍ଧାଳୁ କାର୍‌ ବା ବସ୍‌ ମାଧ୍ୟମରେ ମନ୍ଦିରରେ ପହଞ୍ଚିଥିବା ବେଳେ ସନ୍ଧ୍ୟାରେ ୨୫ ହଜାର ଶ୍ରଦ୍ଧାଳୁ ଏଠାରେ ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *