ଆଞ୍ଚଳିକ ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର ; ବିମଳା ମନ୍ଦିର ନିକଟ ବରାହ ମନ୍ଦିରରୁ ଖସିଲା ପଥର | ଖସିଥିବା ପଥର ୫ ଇଞ୍ଚ ଓସାର ଓ ୧୦ଇଞ୍ଚ ଲମ୍ବର | ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି | ପଥର ଖସି କୌଣସି କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା | March 9, 2024 mos live Spread the loveଶ୍ରୀମନ୍ଦିରରୁ ପୁଣି ଖସିଲା ପଥର ; ବିମଳା ମନ୍ଦିର ନିକଟ ବରାହ ମନ୍ଦିରରୁ ଖସିଲା ପଥର | ଖସିଥିବା ପଥର ୫ ଇଞ୍ଚ ଓସାର ଓ ୧୦ଇଞ୍ଚ ଲମ୍ବର | ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି | ପଥର ଖସି କୌଣସି କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା |