ଆଞ୍ଚଳିକ ବଲାଙ୍ଗୀରରେ କୁଖ୍ୟାତ ମାଓବାଦୀ ସୋମନାଥ ଆଚେଲାଙ୍କ ଆତ୍ମସମର୍ପଣ March 16, 2024 mos live Spread the loveବଲାଙ୍ଗୀରରେ କୁଖ୍ୟାତ ମାଓବାଦୀ ସୋମନାଥ ଆଚେଲାଙ୍କ ଆତ୍ମସମର୍ପଣ । ବିବିଏମ ଡିଭିଜନର ଏସିଏମ ରାଙ୍କର ସୋମନାଥ ଆଚେଲା ପ୍ରାୟ ୧୪ ବର୍ଷ ହେବ ଛତିଶଗଡ କାଙ୍କେରରେ ମାଓ କମାଣ୍ଡର ଭାବେ କାମ କରୁଥିବା ଜଣାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜି ହିମାଂଶୁ ଲାଲ।