ଆଞ୍ଚଳିକ

ବରଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ

Spread the love

ବରଗଛ କଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭୁବନେଶ୍ବର ଭରତପୁରର କୁଦିଆ ବସ୍ତିରେ ଉତ୍ତେଜନା । ବରଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବାବେଳେ ଘଟଣାରେ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି । ଜଣକୁ ଗିରଫ କରିଛି କମିସନରେଟ୍ ପୋଲିସ ।

Leave a Reply

Your email address will not be published. Required fields are marked *