ଆଞ୍ଚଳିକ

ବାଲେଶ୍ବର ନୀଳଗିରି କୁଲଡିହା ଅଭୟାରଣ୍ୟରେ ଚଢ଼ାଉ, ୬ ଶିକାରୀ ଗିରଫ | ୬ ଶିକାରୀ ସହ ୬ଟି ଦେଶୀ ବନ୍ଧୁକ ଜବତ | ବାହାବନ୍ଧ ନିକଟ ଡେଉଁଚଖାଲ ଗାଁରେ ଚଢ଼ାଉ | ବିଳମ୍ବିତ ରାତିରେ ପୋଲିସ ଓ ବନ ବିଭାଗର ମିଳିତ ଚଢ଼ାଉ |

Spread the love

Leave a Reply

Your email address will not be published. Required fields are marked *