କ୍ରୀଡା IPL ଅଧିନାୟକତ୍ବ ଛାଡ଼ିଲେ ମହେନ୍ଦ୍ର ସିଂହ ଧୋନି March 21, 2024 mos live Spread the loveIPL ଅଧିନାୟକତ୍ବ ଛାଡ଼ିଲେ ମହେନ୍ଦ୍ର ସିଂହ ଧୋନି | ବଦଳିଲେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ | ଋତୁରାଜ ଗାଏକ୍ବାଡ଼ ହେଲେ CSKର ନୂଆ ଅଧିନାୟକ | ୨୦୨୪ IPLର ଦିନକ ପୂର୍ବରୁ ପରିବର୍ତ୍ତନ | କାଲି ପ୍ରଥମ ମ୍ୟାଚ୍ରେ ବାଙ୍ଗାଲୋରକୁ ଭେଟିବ ଚେନ୍ନାଇ | ୨୦୦୮ରୁ CSKର ଅଧିନାୟକ ଥିଲେ ଧୋନି |