୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଡ. ମୋହନ ଭାଗବତ
୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଡ. ମୋହନ ଭାଗବତ
-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଡ. ମୋହନ ଭାଗବତ
-ଆଜି ଦିନ ୧ଟା ୨୦ରେ ଭୁବନେଶ୍ବର ପହଞ୍ଚିବେ
-ଆସନ୍ତାକାଲିଠାରୁ ଭାଗବତଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ
-ମହାପ୍ରଭୁଙ୍କୁ ଦର୍ଶନ କରିବେ, ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ
-RSS ସେବା ପ୍ରମୁଖମାନଙ୍କ ବୈଠକରେ ଯୋଗଦେବେ

