Uncategorized ବସ୍ ଦୁର୍ଘଟଣା, ୧୦ ଆହତ ଓ ୨ ଗୁରୁତର August 8, 2024 mos live Spread the loveବସ୍ ଦୁର୍ଘଟଣା, ୧୦ ଆହତ ଓ ୨ ଗୁରୁତର -ମାର୍ଶାଘାଇ NH-୫୩ ହଜାରୀ ଛକରେ ଦୁର୍ଘଟଣା -ତେଲ ଟ୍ୟାଙ୍କରକୁ ଧକ୍କା ଦେଇ ବସ୍ ଦୁର୍ଘଟଣାଗ୍ରସ୍ତ -ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା ବସ୍