ମାଫିଆ ଡନ୍ ମୁଖତାର ଅନ୍ସାରୀର ହୃଦ୍ଘାତରେ ମୃତ୍ୟୁ ; ଉତ୍ତର ପ୍ରଦେଶର ବାନ୍ଦା ଜେଲ୍ରେ ବନ୍ଦୀ ଥିଲା ଅନ୍ସାରୀ |
ମାଫିଆ ଡନ୍ ମୁଖତାର ଅନ୍ସାରୀର ହୃଦ୍ଘାତରେ ମୃତ୍ୟୁ ; ଉତ୍ତର ପ୍ରଦେଶର ବାନ୍ଦା ଜେଲ୍ରେ ବନ୍ଦୀ ଥିଲା ଅନ୍ସାରୀ | ଅନ୍ସାରୀକୁ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ | ଉତ୍ତେଜନା ଆଶଙ୍କାରେ ପୂରା ୟୁପିରେ ହାଇ ଆଲର୍ଟ | ମଉ, ଗାଜିପୁର ଓ ବାରାଣସୀ ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି | କେତେକ ଜିଲ୍ଲାରେ ପୋଲିସ୍ର ଫ୍ଲାଗମାର୍ଚ | ଆଜୀବନ କାରାଦଣ୍ଡାଦେଶ ପାଇ ଜେଲ୍ରେ ବନ୍ଦ ଥିଲା ସେ |

