ଭାରତ ରତ୍ନରେ ସମ୍ମାନିତ ହେଲେ ଲାଲକୃଷ୍ଣ ଆଡଭାନୀ ; ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଭେଟେରାନ୍ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀ | ଆଡଭାନୀଙ୍କ ବାସଭବନରେ ପହଞ୍ଚି ସମ୍ମାନିତ କଲେ ରାଷ୍ଟ୍ରପତି | ସମ୍ମାନ ପ୍ରଦାନ ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ |