ଦେଶ ବିଦେଶ ଶ୍ରୀନଗର: ଝେଲମ୍ ନଦୀରେ ଡଙ୍ଗା ବୁଡ଼ି ୪ ମୃତ | ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା | ଡଙ୍ଗା ବୁଡ଼ିବାରୁ ଏକାଧିକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି | ୩ ଜଣଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି | ଡଙ୍ଗାରେ ସ୍କୁଲ ପିଲାଙ୍କ ସହ ଅନ୍ୟ ଯାତ୍ରୀ ମଧ୍ୟ ଥିଲେ | April 16, 2024 mos live Spread the loveଶ୍ରୀନଗର: ଝେଲମ୍ ନଦୀରେ ଡଙ୍ଗା ବୁଡ଼ି ୪ ମୃତ | ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା | ଡଙ୍ଗା ବୁଡ଼ିବାରୁ ଏକାଧିକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି | ୩ ଜଣଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି | ଡଙ୍ଗାରେ ସ୍କୁଲ ପିଲାଙ୍କ ସହ ଅନ୍ୟ ଯାତ୍ରୀ ମଧ୍ୟ ଥିଲେ |