Politics ନବରଙ୍ଗପୁର ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀଙ୍କ ନାମାଙ୍କନ ଦାଖଲ April 18, 2024 mos live Spread the love-ନବରଙ୍ଗପୁର ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀଙ୍କ ନାମାଙ୍କନ ଦାଖଲ -ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ -ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଆରମ୍ଭ -ଆସନ୍ତା ମେ’ ୧୩ରେ ନବରଙ୍ଗପୁରରେ ହେବ ମତଦାନ