ଦେଶ ବିଦେଶ ଭିଆର୍ଏସ୍ ନେଲେ ଓଡ଼ିଶା କ୍ୟାଡର IPS ସଂଜୟ ସିଂହ April 18, 2024 mos live Spread the loveଭିଆର୍ଏସ୍ ନେଲେ ଓଡ଼ିଶା କ୍ୟାଡର IPS ସଂଜୟ ସିଂହ | ୧୯୯୬ ବ୍ୟାଚ୍ ଆଇପିଏସ୍ ସଂଜୟ ସିଂହଙ୍କୁ ଭିଆର୍ଏସ୍ ଅନୁମତି | ସଂଜୟଙ୍କ ଆବେଦନକୁ ମଂଜୁର କଲା ରାଜ୍ୟ ଗୃହ ବିଭାଗ | ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଡିଜି ଅଛନ୍ତି ସଂଜୟ ସିଂହ |