ଦେଶ ବିଦେଶ

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା ; କଟକ JMFC ଅଦାଲତରେ ଆଜି ଥିଲା ସାକ୍ଷ ଗ୍ରହଣ ତାରିଖ

Spread the love

-ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା
-କଟକ JMFC ଅଦାଲତରେ ଆଜି ଥିଲା ସାକ୍ଷ ଗ୍ରହଣ ତାରିଖ
-ହାଜର ହେଲେ ପୋଲିସ ଅଧିକାରୀ ଅମିତାଭ ମହାପାତ୍ର
-ଓକିଲଙ୍କ ଜରିଆରେ ହାଜର ହେଲେ ଭର୍ତ୍ତୃହରି ମହତାବ
-୨୦୧୧ରେ ଅମିତାଭ ଓ ମହାତାବଙ୍କ ମଧ୍ୟରେ ହୋଇଥିଲା ବିବାଦ
-ଭର୍ତ୍ତୃହରି ଅମିତାଭଙ୍କୁ ମାଡ଼ ମାରିଥିବା ହୋଇଥିଲା ଅଭିଯୋଗ

Leave a Reply

Your email address will not be published. Required fields are marked *