ଆଞ୍ଚଳିକ

ନନ୍ଦନକାନନରେ ଧଳା ବାଘୁଣୀ ସ୍ନେହାର ମୃତ୍ୟୁ | ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା | ବୟସ ଅଧିକ ହୋଇଥିବାରୁ ଆଖି ବୁଜିଲା ସ୍ନେହା | ନନ୍ଦନକାନନରେ ଜନ୍ମ ହୋଇଥିଲା, ୩ଟି ଧଳା ବାଘ ଛୁଆ ଜନ୍ମ ଦେଇଛି ସ୍ନେହା |

Spread the love

Leave a Reply

Your email address will not be published. Required fields are marked *