ଦେଶ ବିଦେଶ

ଭିଜିଲାନ୍ସ ଜାଲରେ ବୌଦ୍ଧ ହରଭଙ୍ଗା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ

Spread the love

-ଭିଜିଲାନ୍ସ ଜାଲରେ ବୌଦ୍ଧ ହରଭଙ୍ଗା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ
-୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ
-ରବୀନ୍ଦ୍ର ନାଥଙ୍କ ବୁଟୁପାଲି ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ
-ହରଭଙ୍ଗା ବ୍ଲକ ଶିକ୍ଷାଅଧିକାରୀଙ୍କୁ ଉଠାଇଲା ପୋଲିସ
-ଅଜୟ କୁମାର ଲୋହାଙ୍କୁ ମଧ୍ୟ ଉଠାଇ ନେଲା ଭିଜିଲାନ୍ସ
-ଫୁଲବାଣୀ ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରାଉଚରା ଜାରି

Leave a Reply

Your email address will not be published. Required fields are marked *