ଏୟାର ଇଣ୍ଡିଆର ୩୦ କର୍ମଚାରୀଙ୍କୁ ଛଟେଇ | ୩୦୦ କର୍ମଚାରୀଙ୍କ ସମୂହ ଛୁଟିର ଦିନକ ପରେ ଆକ୍ସନ | ୩୦ ଜଣଙ୍କୁ ଛଟେଇ ସହ ବାକି କର୍ମଚାରୀଙ୍କୁ ଅଲଟିମେଟ୍ମ | ଆଜି ୪ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଅଲଟିମେଟ୍ମ | କ୍ରିଉଙ୍କ ସମୂହ ଛୁଟି ପାଇଁ ବାତିଲ ହୋଇଛି ୭୬ ବିମାନ | ନୂଆ ଚାକିରି ନିୟମାବଳୀକୁ ବିରୋଧ କରି ଛୁଟିରେ କର୍ମଚାରୀ |