ଦେଶ ବିଦେଶ

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ସୁଶୀଲ ମୋଦୀଙ୍କର ସୋମବାର ଦିଲ୍ଲୀ ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୭୨ ବର୍ଷୀୟ ବିଜେପି ନେତା କର୍କଟ ରୋଗରେ ପୀଡ଼ିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *