ଦେଶ ବିଦେଶ ବାରଣାସୀରୁ ତୃତୀୟ ଥର ପାଇଁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ May 14, 2024 mos live Spread the loveବାରଣାସୀରୁ ତୃତୀୟ ଥର ପାଇଁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କଲେ । ଉପସ୍ଥିତ ଥିଲେ ଉତ୍ତରପ୍ରଦେଶ CM ଯୋଗୀ ଆଦିତ୍ୟନାଥ |