Politics

SCB ମେଡିକାଲରେ ଭର୍ତ୍ତି ହେଲେ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ

Spread the love

SCB ମେଡିକାଲରେ ଭର୍ତ୍ତି ହେଲେ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଅସୁସ୍ଥତା ହେତୁ ତାଙ୍କୁ ଖୋର୍ଦ୍ଧା ଜେଲରୁ ଭୋର ୪ ଟା ରେ କଟକ ବଡ଼ ମେଡିକାଲ ଅଣାଯାଇଥିବା ସୂଚନା ମିଳିଛି । ଓକିଲଙ୍କ ଆବେଦନ ଅଧାରରେ ତାଙ୍କୁ ଭର୍ତ୍ତିି କରାଯାଇଛି । SCB ମେଡିସିନ୍ ୱାର୍ଡ ICUରେ ତାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *