ଦେଶ ବିଦେଶ ଆଜିଠୁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ବିବେକାନନ୍ଦ ରକରେ ଲୋକଙ୍କ ଏଣ୍ଟ୍ରି ବ୍ୟାନ May 30, 2024 mos live Spread the loveଆଜିଠୁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀ ବିବେକାନନ୍ଦ ରକ୍ ମେମୋରିଆଲରେ ୪୮ ଘଣ୍ଟା ଧରି କରିବେ ଧ୍ୟାନ। ପ୍ରଥମେ ଭଗବତୀ ଅମ୍ମାନ ମଧ୍ୟରେ କରିବେ ପୂଜାର୍ଚ୍ଚନା । ୨୦୧୯ ନିର୍ବାଚନ ସମୟରେ ବି କେଦାରନାଥର ପବିତ୍ର ଗୁମ୍ଫାରେ କରିଥିଲେ ଧ୍ୟାନ ।