Uncategorized

ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ; ଶପଥ ପାଠ ପୂର୍ବରୁ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

Spread the love

-ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ; ଶପଥ ପାଠ ପୂର୍ବରୁ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି
-ଶପଥ ପାଠ ପୂର୍ବରୁ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି
-ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟାରେ ଶପଥ ସମାରୋହ
-ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି
-ଆସିବେ ଦେଶ ବିଦେଶର ୮ ହଜାରରୁ ଅଧିକ ବିଶିଷ୍ଟ ଅତିଥି
-NDAର ୩୦ ଜଣିଆ ମନ୍ତ୍ରୀ ନେଇପାରନ୍ତି ଶପଥ
-ଅପରାଜିତା, ଜୁଏଲ ଓ ବୈଜୟନ୍ତଙ୍କ ନାଁକୁ ନେଇ ଚର୍ଚ୍ଚା
-ଶପଥ ପାଇଁ ରାଷ୍ଟ୍ରପତି ଭବନରେ ତ୍ରିସ୍ତରୀୟ ସୁରକ୍ଷା

Leave a Reply

Your email address will not be published. Required fields are marked *