ଶିକ୍ଷା

ଜୁନ ୧୭ରେ ଖୋଲିବ ସ୍କୁଲ ; ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ କରା‌ଯିବ ପ୍ରସ୍ତୁତି

Spread the love

-ଜୁନ ୧୭ରେ ଖୋଲିବ ସ୍କୁଲ
-ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ କରା‌ଯିବ ପ୍ରସ୍ତୁତି
-ଶ୍ରେଣୀ ଗୃହ, ଶୌଚଳୟ, କ୍ୟାମ୍ପସକୁ ପରିଷ୍କାର କରିବାକୁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ
-ସ୍ମାର୍ଟ କ୍ଳାସ ରୁମ୍ ଓ ଇ-ଲାଇବ୍ରେରୀକୁ ପ୍ରସ୍ତୁତ ରଖାଯିବ
-ମଧ୍ୟାହ୍ନ ଭୋଜନ ପାଇଁ ସାମଗ୍ରୀ ଯାଞ୍ଚ କରିବେ ପାଚିକା

Leave a Reply

Your email address will not be published. Required fields are marked *