Politics

ପ୍ରତ୍ୟକ୍ଷ ଭାବେ ରାଜନୀତିରୁ ଅବସର ନେଲେ କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ

Spread the love

ପ୍ରତ୍ୟକ୍ଷ ଭାବେ ରାଜନୀତିରୁ ଅବସର ନେଲେ କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ | ରାଜ୍ୟ ସଭା ଏବଂ ଲୋକସଭାରେ ସୁଯୋଗ ଦେଇଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ | ୩୨ ବର୍ଷ ଧରି ସମାଜସେବା ଜାରି ରହିଛି, ଆଗକୁ ଜାରି ରହିବ ବୋଲି କହିଛନ୍ତି ଅଚ୍ୟୁତ ସାମନ୍ତ |

Leave a Reply

Your email address will not be published. Required fields are marked *