Politics

୧୧ ଦିନ ପରେ SCB ରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Spread the love

-୧୧ ଦିନ ପରେ SCB ରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
-ମେ ୨୯ରେ ଅସୁସ୍ଥ ହୋଇ ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ
-ଇଭିଏମ୍ ଭଙ୍ଗା ଅଭିଯୋଗରେ ଜଗଦ୍ଦେବଙ୍କୁ ଗିରଫ କରିଥିଲା ପୋଲିସ
-ଗତ ଶୁକ୍ରବାର କୋର୍ଟ ତାଙ୍କୁ ୩ ଦିନିଆ ଜାମିନ୍ ପ୍ରଦାନ କରିଥିଲେ
-ଆଜିଠୁ ୩ ଦିନ ଜାମିନ୍‌ରେ ରହିବେ ପ୍ରଶାନ୍ତ

Leave a Reply

Your email address will not be published. Required fields are marked *