Politics

ପ୍ରଥମଥର ପାଇଁ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ନିର୍ବାଚିତ ; ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିରୋଧୀ ଦଳ ଉପନେତା |

Spread the love

ପ୍ରଥମଥର ପାଇଁ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ନିର୍ବାଚିତ । ବିଜେଡି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେଲେ । ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିରୋଧୀ ଦଳ ଉପନେତା । ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ | ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ | ବିଜେଡି ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି |

Leave a Reply

Your email address will not be published. Required fields are marked *