-UPSC ଚେୟାରମ୍ୟାନ୍ ମନୋଜ ସୋନିଙ୍କ ଇସ୍ତଫା
-କାର୍ଯ୍ୟକାଳ ସରିବାର ୫ବର୍ଷ ପୂର୍ବରୁ ଦେଲେ ଇସ୍ତଫା
-୨୦୨୩ ମେ’ ୧୬ରେ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ
-ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ସୂଚନା
-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଲେ ଇସ୍ତଫାପତ୍ର
-ସୋନିଙ୍କ ଇସ୍ତଫା ପତ୍ର ଗ୍ରହଣ ହେବ ନା ନାହିଁ ଅସ୍ପଷ୍ଟ