ଦେଶ ବିଦେଶ

ଆଜି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାବେ ଶପଥ ନେବେ ମହମ୍ମଦ ୟୁନୁସ

Spread the love

ନୂଆଦିଲ୍ଲୀ: ଅଶାନ୍ତି ପରିବେଶ ଜାରି ରଖିଥିବା ବେଳେ ବାଂଲାଦେଶ ଆଜି ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବ। ଚିକିତ୍ସା ପ୍ରକ୍ରିୟା ପାଇଁ ପ୍ୟାରିସରେ ଥିବା ୮୪ ବର୍ଷୀୟ ୟନୁସ୍‌ ଏବେ ଢାକା ଅଭିମୁଖେ ଯାଉଛନ୍ତି। ଦେଶର ସାମରିକ ମୁଖ୍ୟ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ସରକାର ଆଜି ରାତି ୮ଟାରେ ଶପଥ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *