ଦେଶ ବିଦେଶ

ବଡ଼ ଧରଣର ବିମାନ ଦୁର୍ଘଟଣା, ୬୨ ମୃତ

Spread the love

ବଡ଼ ଧରଣର ବିମାନ ଦୁର୍ଘଟଣା, ୬୨ ମୃତ

-କ୍ରିଉଙ୍କ ସମେତ ବିମାନରେ ଥିବା ୬୨ ଯାତ୍ରୀଙ୍କ ମୃତ୍ୟୁ
-ଆକାଶମାର୍ଗରେ ନିୟନ୍ତ୍ରଣ ହରାଇବାରୁ ବିମାନଟି ଖସିପଡ଼ିଥିଲା
-ବ୍ରାଜିଲର ସାଓ ପାଉଲୋର ଭିନହେଦୋ ଅଞ୍ଚଳରେ ଦୁର୍ଘଟଣା
-ମୃତକଙ୍କ ମଧ୍ୟରେ ୫୮ଜଣ ଯାତ୍ରୀ, ୪ଜଣ ବିମାନ କର୍ମଚାରୀ

Leave a Reply

Your email address will not be published. Required fields are marked *