ରାଜ୍ୟ ଜୁଏଲ ଓରାମଙ୍କଙ୍କ ଘରେ ମୁଖ୍ୟମନ୍ତ୍ରୀ ..! August 27, 2024 mos live Spread the love ରାଉରକେଲା: ପତ୍ନୀଙ୍କ ବିୟୋଗ ପରେ ଜୁଏଲ ଓରାମଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ lରାଉରକେଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀl ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା କେନ୍ଦୁଡ଼ିହିର କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଘରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ।