odishaରାଜ୍ୟ

ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ

Spread the love

ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ । ପରିବହନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଲା ସଂଘ । ଗୋଳନ୍ଥରା ସ୍ଥିତ ପରିବହନ ମନ୍ତ୍ରୀଙ୍କ ବାସଭବନରେ ଚାଲିଥିଲା ବୈଠକ । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । ଏଥିପାଇଁ ଆନ୍ଦୋଳନର ଡାକରା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *