ଟାଟାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ରକ୍ତଚାପ ବହୁତ ହ୍ରାସ ପାଇଥିଲା ଏବଂ ତାଙ୍କୁ ତୁରନ୍ତ ଆଇସିୟୁକୁ ନିଆଯାଇଥିଲା, ଯେଉଁଠାରେ ସେ ଜଣାଶୁଣା ହୃଦ୍ରୋଗ ବିଶେଷଜ୍ଞ ଡଃ ଶାରୁଖ ଆସପି ଗୋଲୱାଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ଏହାପରେ ସେ ଟ୍ବିଟ୍ କରି ସ୍ପଷ୍ଟିକରଣ ରଖିଛନ୍ତି…