Politics

ହରିୟାଣାରେ ସରକାର ଗଢିବ କି ବିଜେପି?

Spread the love

.ହରିୟାଣାରେ ଭୋଟ୍ ଗଣନା ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ଥିବା ବେଳେ ବର୍ତ୍ତମାନର ଟ୍ରେଣ୍ଡ ଭିନ୍ନ କିଛି ଇସାରା ଦେଉଛି । ବର୍ତ୍ତମାନର ଟ୍ରେଣ୍ଡ ଆସୁଯାୟୀ, ବିଜେପି ବହୁ ସିଟରେ ଆଗୁଆ ରହିଛି । ହରିୟାଣାରେ ଭୋଟ୍ ଗଣନା ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ଥିବା ବେଳେ ବର୍ତ୍ତମାନର ଟ୍ରେଣ୍ଡ ଭିନ୍ନ କିଛି ଇସାରା ଦେଉଛି । ବର୍ତ୍ତମାନର ଟ୍ରେଣ୍ଡ ଆସୁଯାୟୀ, ବିଜେପି ବହୁ ସିଟରେ ଆଗୁଆ ରହିଛି । କୁହାଯାଉଛି ବିଜେପି ପୁଣି ଥରେ ହରିୟାଣାରେ ସରକାର ଗଢିବାକୁ ସମର୍ଥ ହେବ । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ, ବିଜେପି ମ୍ୟାଜିକ୍ ନମ୍ବର ମଧ୍ୟ ଛୁଇଁସାରିଛି । ଅପଡେଟ୍ ଅନୁଯାୟୀ, ବିଜେପି ୪୭ଟି ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୩୫ ସିଟରେ ଆଗୁଆ ରହିଛି । ସେହିପରି ଜେଜେପି ହରିୟାଣାରେ ଖାତା ଖୋଲିପାରିନାହିଁ ।ଏଥର ପ୍ରତିଯୋଗିତା ସିଧାସଳଖ ବିଜେପି ଏବଂ କଂଗ୍ରେସ ମଧ୍ୟରେ ହୋଇଛି। ୫ ଅକ୍ଟୋବରରେ ୯୦ ଟି ଆସନରେ ମତଦାନ କରାଯାଇଥିଲା। ତେବେ ଆଗକୁ ସ୍ଥିତି କ’ଣ ହେଉଛି?

Leave a Reply

Your email address will not be published. Required fields are marked *