ଦେଶ ବିଦେଶ

ଇ-ମେଲ୍‌ରେ ତିରୁପତି ମନ୍ଦିରକୁ ମିିଳିଲା ବୋମା ଧମକ

Spread the love

ତିରୁପତି ମନ୍ଦିର ପରିସରରେ ଥିବା ଅନେକ ହୋଟେଲକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିବା ସୂଚନା ରହିଛି। ଏହି ଧମକକୁ ଜବାବ ଦେଇ ପୁଲିସ ଏବଂ ପୁଲିସ୍‌ କୁକୁରମାନେ ହୋଟେଲଗୁଡିକରେ ଅନୁସନ୍ଧାନ ଆରମ୍ଭ କରିଥିଲେ, ଯାହା ନିଶ୍ଚିତ କରିଛି ଯେ ସେପରି କୌଣସି ବିପଦ ନାହିଁ।‌ କୌଣସି ପ୍ରକାରର ସନ୍ଦେହଜନକ ସାମଗ୍ରୀ ଉଦ୍ଧାର ନହେବାରୁ ସ୍ପଷ୍ଟ ହୋଇଛି ଯେ ଏହା ଏକ ମିଥ୍ୟା ଧମକ ଥିଲା। କେବଳ ଆତଙ୍କ ସୃଷ୍ଟି କରିବା ପାଇଁ କେହି ଜଣେ ଏପରି ଧମକ ଦେଇଛି।ଏହି ଇମେଲରେ ଡ୍ରଗ୍ କିଙ୍ଗପିନ୍ ଜାଫର ସିଦିକଙ୍କ ନାମ ଉଲ୍ଲେଖ କରାଯାଇଛି,ଏହି ଧମକର କାରଣ କ’ଣ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ବ କରିଛି।

Leave a Reply

Your email address will not be published. Required fields are marked *