ଦେଶ ବିଦେଶ

କୋଲକାତା ଏବଂ ଭୁବନେଶ୍ୱରରେ ବିମାନ ଚଳାଚଳ ଆରମ୍ଭ

Spread the love

ବାତ୍ୟା ‘ଦାନା’ର ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ସକାଳ ୧୦ଟା ସୁଦ୍ଧା ଶେଷ ହୋଇଛି।ଗୁରୁବାର ମଧ୍ୟରାତ୍ର ପରେ ୧୧୦-୧୨୦ କିଲୋମିଟର ବେଗରେ ପବନ ବହିଥିଲା। ଏହି ବାତ୍ୟା ଏବେ ଉତ୍ତର ଉପକୂଳ ଓଡ଼ିଶା ଉପରେ ୧୦ କିଲୋମିଟର ବେଗରେ କେନ୍ଦ୍ରୀଭୂତ ହୋଇ ଦୁର୍ବଳ ହୋଇପଡ଼ିଛି।

ତେବେ ବାତ୍ୟା ଦୁର୍ବଳ ହୋଇପଡ଼ିବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଯେଉଁ ବିମାନ ସବୁ ବାତିଲା ହୋଇଥିଲା‌ ସେବସବୁକୁ ଉଡ଼ାଣ ପାଇଁ ଅନୁମତି ମିଳିଛି।ବାତ୍ୟା ଲ୍ୟାଣ୍ଡ୍‌ଫଲ୍‌ କରିବା ପରେ କୋଲକାତା ଏବଂ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *