ରାଜ୍ୟ

ପାଟଣାରେ ବଢୁଛି ବୈତରଣୀ ନଦୀର ଜଳସ୍ତର

Spread the love

ବଢୁଛି ବୈତରଣୀ ନଦୀର ଜଳସ୍ତର । ବାତ୍ୟା ପରେ ଲାଗି ରହିଥିବା ବର୍ଷା କାରଣରୁ ଏଭଳି ସ୍ଥିତି ଉପୁଜିଛି । ଘଣ୍ଟାପ୍ରତି ୫ ସେଣ୍ଟିମିଟର ହିସାବରେ ନଦୀର ଜଳସ୍ତର ବଢୁଛି । ଲାଗାତାର ବର୍ଷା କାରଣରୁ ଉପର ମୁଣ୍ଡରେ ଥିବା ଶାଖା ନାଳରେ ବନ୍ୟାଜଳ ଆସୁଛି । ଏହି କାରଣରୁ ବୈତରଣୀ ନଦୀ ଜଳସ୍ତର କ୍ରମାଗତ ଭାବରେ ବଢିବାରେ ଲାଗିଛି । ଏନେଇ ପାଟଣା ସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *