ମହାନଗର

ନଭେମ୍ବର ୧୫ରେ ‘ଓଡ଼ିଆ ଅସ୍ମିତା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

Spread the love

ଭୁବନେଶ୍ୱର ଗଜପତି ନଗରରେ ‘କଳାମଣ୍ଡଳ’ ପରିସରରେ ଥିବା ଏହି ‘ଅକ୍ଷରଭୂମି’ ଆଗରେ ‘ଓଡ଼ିଆ ଅସ୍ମିତା’ ତା’ର ମହିମା ଗାଇବ। ସମଗ୍ର  ଓଡ଼ିଶାକୁ ଜାବୁରଡ଼ି ତା’ ଗରିମା ପ୍ରଦର୍ଶନ କରିବ।ଏନେଇ ସରକାର ଯେଉଁ ସ୍ୱପ୍ନ ଦେଖିଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ, ତାହା ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ଭୁବନେଶ୍ୱର ଗଜପତି ନଗରରେ ‘କଳାମଣ୍ଡଳ’ ପରିସରରେ ଥିବା ଏହି ‘ଅକ୍ଷରଭୂମି’ ଆଗରେ ‘ଓଡ଼ିଆ ଅସ୍ମିତା’ ତା’ର ମହିମା ଗାଇବ। ସମଗ୍ର  ଓଡ଼ିଶାକୁ ଜାବୁଡ଼ି ତା’ର ଗରିମା ପ୍ରଦର୍ଶନ କରିବ । ଏନେଇ ସରକାର ଯେଉଁ ସ୍ୱପ୍ନ ଦେଖିଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ, ତାହା ଏବେ ବାସ୍ତବରେ ପରିଣତ  ହେବାକୁ ଯାଉଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *