ରାଜ୍ୟ

ଗୋଚାଲାଣ ବେଳେ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର

Spread the love

ରାତି ପ୍ରାୟ ୧ଟା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆନନ୍ଦପୁର ଥାନା ପୁଲିସ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର କୋଡ଼ପଡ଼ାଠାରେ ଚଢ଼ଉ କରିଥିବାର ଖବର ମିଳିଛି।୪ଟି ଗାଡ଼ି ଜବତ କରିବା ସହ ୧୫୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଥିଲା ପୁଲିସ। ଏଣେ ସେଠାରୁ ୧୦ ଗୋଚାଲାଣକାରୀଙ୍କୁ ଅଟକରଖି ପୁଲିସ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *