ରାଜ୍ୟ

ପ୍ରତି ଗାଁରେ ଖୋଲିବ ଓମଫେଡ୍ ଷ୍ଟଲ

Spread the love

ପ୍ରତି ଗାଁରେ ହେବ ଓମ୍ଫେଡ ଷ୍ଟଲ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।  ମନ୍ତ୍ରୀ କହିଛନ୍ତି, ଜିଲ୍ଲାର ସମସ୍ତ ବଡ ବଡ ମନ୍ଦିରରେ ଓମ୍‌ଫେଡ ଘିଅର ବ୍ୟବହାର କରିବାକୁ ସମସ୍ତ ଜିଲ୍ଲାପଳମାନଙ୍କୁ କୁହାଯାଇଛି ।ଦୁଗ୍ଧ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।  ଏଥିସହ ରାଜ୍ୟର ସମସ୍ତ ବଡ଼ବଡ଼ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି  ।  ଏଥିସହ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଦୁଇଟି ଦେଶୀ ଗାଈ ଆନ୍ଧ୍ର ପ୍ରଦେଶରୁ ଅଣାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।  ଏହି ଗାଈର ସଂରକ୍ଷଣ ପାଇଁ ପ୍ରୟାସ କରୁଛନ୍ତି ସରକାର ।

Leave a Reply

Your email address will not be published. Required fields are marked *