ରାଜ୍ୟ

ପାଟ୍ରୋଲିଂ ବେଳେ ଅଡବା ଥାନା ନାନ୍ଦୀଙ୍ଗ ନାଳ ନିକଟରୁ ଶାଗୁଆନ କାଠ ବୋଝେଇ ପିକଅପ୍ ଗାଡ଼ି ଜବତ

Spread the love

ସବୁ ଦିନ ପରି ଗୁରୁବାର ମଧ୍ୟ ବନ ବିଭାଗର ଏକ ଟିମ୍ ମୋହନା ବ୍ଲକ୍‌ର ଅନେକ ସ୍ଥାନରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଅଡବା ଥାନା ନାନ୍ଦୀଙ୍ଗ ନାଳ ନିକଟରେ ଏକ ପିକଅପ୍ ଗାଡ଼ି ଦୃତ ଗତିରେ ମାଡ଼ି ଆସୁଥିବାର ଦେଖିଥିଲେ । ଏହା ଦେଖି ଉକ୍ତ ଗାଡ଼ିକୁ ଅଟକାଇ ଥିଲେ । ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ବିପୁଳ ପରିମାଣର ଶାଗୁଆନ କାଠ ଦେଖିବାକୁ ପାଇଥିଲେ । ଏହା ଦେଖି ଗାଡ଼ିଟିକୁ ଜବତ କରି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ବନ ବିଭାଗର ଟିମ୍ ।

Leave a Reply

Your email address will not be published. Required fields are marked *