ଆନ୍ତର୍ଜାତୀୟ

ଆଜି ପେରୁରେ ଚୀନ ରାଷ୍ଟ୍ରପତିଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

Spread the love

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବ ସାକ୍ଷାତ । ତେବେ ଏହି ସାକ୍ଷାତରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ଅନ୍ୟାନ୍ୟ  ପ୍ରସଙ୍ଗରେ ହେବ ଆଲୋଚନା । ଗତ ୪ ବର୍ଷରେ ଦୁଇ ଦେଶ ମଧ୍ଯରେ ଘଟିଯାଇଥିବା ବିଭିନ୍ନ ଘଟଣାବଳୀ ଉପରେ ଦୁଇ ନେତା ଆଲୋକପାତ କରିବେ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *