ମନୋରଞ୍ଜନ

ତାମିଲ ଚଳଚ୍ଚିତ୍ର ନିର୍ମାତା ସୁରେଶ ସଙ୍ଗେୟାଙ୍କ ପରଲୋକ

Spread the love

ତାମିଲ ଚଳଚ୍ଚିତ୍ର ନିର୍ମାତା ସୁରେଶ ସଙ୍ଗେୟାଙ୍କ ପରଲୋକ ।  ଚେନ୍ନାଇରେ ଗତକାଲି ରାତି ୧୧ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ  ସୁରେଶ ଜଟିଳ ଯକୃତ ରୋଗରେ ପିଡୀତ ଥିବା ଜଣାପଡିଛି । ତେବେ ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସିନେମାଟୋଗ୍ରାଫର ସରନ ତାଙ୍କ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *