ମହାନଗର

ଖୁବ୍‌ଶୀଘ୍ର ରାଜ୍ୟରେ ସ୍ଥାପନ ହେବ ମହିଳା କୋର୍ଟ

Spread the love

ମହିଳା ବିରୋଧୀ ହିଂସାର ଉପରେ ଲାଗିବ ଲଗାମ୍। ଖୁବ୍‌ଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ। ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା, ଶୋଷଣକୁ ରୋକିବା ସହ ଦୋଷୀ ବିରୋଧରେ କଠୋରରୁ କଠୋର ଦଣ୍ଡବିଧାନ କରାଯାଇଛି। ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟରେ ମଧ୍ୟମରେ ପୀଡିତାଙ୍କ ମିଳିବ ନ୍ୟାୟ।  ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ମହିଳା କୋର୍ଟ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *