କୋଟିପତି ନିବେଶକ ୱାରେନ୍ ବଫେଟ୍ ୧.୧ ବିଲିୟନ୍ ଡଲାର୍ ଦାନ କଲେ
୧.୧ ବିଲିୟନ୍ ଡଲାର୍ ଦାନ କଲେ କୋଟିପତି ନିବେଶକ ୱାରେନ୍ ବଫେଟ୍ ।ଏହି ପଦକ୍ଷେପ ତାଙ୍କର ଦୀର୍ଘ ଦିନର ପ୍ରତିବଦ୍ଧତାକୁ ଜାରି ରଖିଛି। ନକିଟରେ ଏକ ଚିଠି ଜରିଆରେ ସେ ତାଙ୍କ ପରେ ତାଙ୍କ ସଂପତ୍ତି କ’ଣ ହେବ ସେ ନେଇ ବକ୍ସାୟର ହାଥ୍ୱେ ସେୟାର୍ହୋଲ୍ଡର୍ସକୁ ସୂଚୀତ କରିଛନ୍ତି। ୯୪ ବର୍ଷୀୟା ଏହି କୋଟିପତି ଜୀବନର ଭବିଷ୍ୟବାଣୀ ଉପରେ ଏକ ଗଭୀର ବ୍ୟକ୍ତିଗତ ପ୍ରତିଫଳନ ପ୍ରଦାନ କରି ତାଙ୍କ ଦେହାନ୍ତ ପରେ ତାଙ୍କ ସମ୍ପତ୍ତି ବଣ୍ଟନ ପାଇଁ ବିସ୍ତୃତ ଯୋଜନା କରିଛନ୍ତି।ସେ ନିଜର ସଂପତ୍ତିକୁ ଦାନ କରିବା ପରେ ବକ୍ସାୟର ହାଥ୍ୱେ ସେୟାର୍ହୋଲ୍ଡର୍ରୁ ପ୍ରାୟ ୫୭ ପ୍ରତିଶତ ସେୟାର ଦାନ କରି ଦେଇଥିବା ସୂଚନା ରହିଛି।

