ଦେଶ ବିଦେଶ

ମୋଦୀଙ୍କ ସୁରକ୍ଷା ଦାୟିତ୍ବରେ ମହିଳା କମାଣ୍ଡୋ

Spread the love

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପ୍ରଥମ ଥର ପାଇଁ ଜଣେ ମହିଳା କମାଣ୍ଡୋଙ୍କୁ ଦେଖିବାକୁ ମିଳିଛି |ଏହି ମହିଳା କମାଣ୍ଡୋମାନଙ୍କୁ ଅତୀତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ମଧ୍ୟ ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ରବନୀତ ବିଟ୍ଟୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ମହିଳା ଏସ୍‌ପିଜି କମାଣ୍ଡୋଙ୍କ ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି ସେମାନଙ୍କ ସାହସିକତା ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ଏବଂ ସେ ଲେଖିଛନ୍ତି, ଭାରତର ଗୌରବ, ନାରୀ ଶକ୍ତିର ପରିଚୟ |

Leave a Reply

Your email address will not be published. Required fields are marked *